
୦୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ଗିରିଣ୍ଡା ଗ୍ରାମରେ ଏକ ପରିତ୍ୟକ୍ତ କୂଅରେ ଗଳି ପଡିଲା ବିରାଟ ଅଜଗର ସାପ । ଦୁଇ ଦିନ ହେଲା କୂଅ ଭିତରେ ପଡି ରହିଛି ଅଜଗର ସାପ।କୂଅରୁ ବାହାରିବା ପାଇଁ କରୁଛି ସଂଘର୍ଷ ।

