
୦୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଶିବ ମନ୍ଦିର ପାଖ ବଡ଼ସାହି ଠାରେ ମା ଅନ୍ନପୂର୍ଣ୍ଣା କ୍ୟାଟ୍ରିଂ ଉଦଘାଟିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ଅନ୍ନପୂର୍ଣ୍ଣା କ୍ୟାଟ୍ରିଂ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ବିଡ଼ିଓ ଅମୃତ କୁମାର ରାଉଳ,

