୦୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ପଂଚାୟତୀ ରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସୌଜନ୍ୟତାରେ ଜଗତସିଂହପୁର ଜିଲ୍ଲା ପରିଷଦ ପକ୍ଷରୁ ବୁଧବାର ବିରିଡି ବ୍ଲକ ମଙ୍ଗୁଲି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୁସ୍ଥ ପଞ୍ଚାୟତ ଗଠନ ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମଙ୍ଗୁଲି ଗ୍ରାମପଞ୍ଚାୟତ ସରପଞ୍ଚ ଆଡ଼ଭୋକେଟ ନିରଞ୍ଜନ ସେଠୀ ପୌରହିତ୍ୟ କରିଥିଲେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଏବିଡ଼ିଓ ନିରୋଦ କୁମାର ସାମଲ,
