
୦୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ :-> ଗଜପତି ଜିଲ୍ଲା ଉତ୍କଳ ବାପ୍ ଟିଷ୍ଟ ମଣ୍ଡଳୀ ସମ୍ମିଳନୀ ର ନୂତନ ପାଳକ ବିହୀତ ପରିଛା ଙ୍କ ପାଳକ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି. ଏହି କାର୍ଯ୍ୟକ୍ରମ ରେ ସମ୍ମିଳନୀର ମୁକ୍ଷକର୍ମକର୍ତା ଏବଂ ସମସ୍ତ ପାଳକ, ଚାଳକ, ମଣ୍ଡଳୀ ର ସମସ୍ତ ବିଶ୍ବାସୀ ବିଶ୍ୱାଶିନି ଉପସ୍ଥିତି ଥିଲେ.

