୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ରାଣୀଶୁକଦେଈ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର +୨ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଆତ୍ମା ସୁରକ୍ଷା ଶିବିର ଉଦ୍ଘାଟିତ ହୋଇଯାଇଛି । ଶିବିରରେ ୧୯୨ଜଣ ଛାତ୍ରୀ ୮ଦିନ ଧରି ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ଶିବିରକୁ ଅଧ୍ୟକ୍ଷା କବିତା ମହାପାତ୍ର ଉଦ୍ଘାଟନ କରିଥିବା ବେଳେ ଅଧ୍ୟାପିକା ଡକ୍ଟର ବନାନୀ ପଟ୍ଟନାୟକ, ଅଜନ୍ତା ମିଶ୍ର, ପୁଷ୍ପଲତା ଦଳ,
