ହଂସୀତା ଲିଙ୍କ ନେଇ ବାଲିଗୁଡା ରେ ଆୟୋକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି

ଏପରିକି ଭୁବନେଶ୍ୱର ତାରିଣୀ ବିହାର ଠାରେ ଥିବା ଅଫିସ ରୁ ସିମାଞ୍ଚଳ ଆଚାର୍ଯ୍ୟ କମ୍ପାନୀ ର ବହୁ ଗୁରୁତ୍ୱପୂର୍ଣ୍ଣ ଡକୁମେଣ୍ଟ ତଦନ୍ତକାରୀ ଟିମ ହାତରେ ଲାଗିବା ପରେ ଅଧିକ ଖୋଡ଼ତାଡ଼ କରୁଛି ପୋଲିସ l ବର୍ତମାନ ବାଲିଗୁଡା ରେ ହଂସୀତା ଲିଙ୍କ ନେଇ ଅର୍ଥନୈତିକ କାରବାର ନେଇ ଶଶୁର ଘରେ ଛାନଭିନ୍ କରୁଛି ଭୁବନେଶ୍ୱର ଆୟୋକର ବିଭାଗ ର ସ୍ୱତନ୍ତ୍ର ଟିମ l ଆଜି ସକାଳୁ ପ୍ରାୟ 5 ଟା ରୁ ଫାଇନାନସିଲ ଟ୍ରାନଜେକସନ ନେଇ ଚଢ଼ାଉ ଜାରୀ ରଖିଛି l
Related Content
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ
by
Proprietor Abhimanyu Maharana
May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ - ଦୁଇ ଦେଶୀ ବନ୍ଧୁକ ଜବତ
by
Proprietor Abhimanyu Maharana
May 4, 2026
Brutal Crime in Nasrapur Sparks Outrage : Accused Arrested
by
Proprietor Abhimanyu Maharana
May 4, 2026
Delay in water supply in Pune : Water to taps only between 1 and 2 pm
by
Proprietor Abhimanyu Maharana
May 4, 2026
ODISHA VIGILANCE NABS SRI PRASANTA PRADHAN, ASI OF RAJKANIKA POLICE STATION, DIST-KENDRAPARA FOR TAKING BRIBE TO FURNISH FAVOURABLE REPORT IN A LAND DISPUTE CASE.
by
Proprietor Abhimanyu Maharana
May 4, 2026
Chandi Bhandar Celebrates Savitri with the Exquisite “Sangam” Collection
by
Proprietor Abhimanyu Maharana
May 4, 2026