0୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କେନ୍ଦ୍ରାପଡ଼ା :-> ଭାରତର 14 ତମ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କର 92 ବର୍ଷ ବୟସରେ ଦେହାନ୍ତ ହୋଇଛି । ୧୯୩୨ ମସିହାରେ ଅବିଭକ୍ତ ପଞ୍ଜାବରେ ଜନ୍ମଗ୍ରହଣ କରିଥିବା ମନମୋହନ ସିଂ କେବଳ ଜଣେ ଦକ୍ଷ ଅର୍ଥନୀତିଜ୍ଞ ତଥା ଏକାଡେମିକ୍ ଭାବରେ ଭାରତ ଆସିଥିଲେ ।

