0୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ନୂତନ ବର୍ଷରେ ସଧବା ଏବଂ ବିଧବା ବାପା ମାଁ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କଲେ , ଏପରି ମହାନତା କାର୍ଯ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଳକ ମହେନ୍ଦ୍ରଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଣାଲାଇ ଖ୍ରୀଷ୍ଟିୟlନ ସାହିର ଶ୍ରୀ ବିଭୁଦତ ପାଣି l
