0୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଭୁବନେଶ୍ବରରେ ଆୟୋଜିତ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପରିଷଦରେ ପାରଳାଖେମୁଣ୍ଡି ବିଧାୟକ ରୂପେଶା ପାଣିଗ୍ରାହୀ ଯୋଗ ଦାନ କରି ନିଜର ବିଚାର ରଖିଛନ୍ତି। ଦକ୍ଷିଣ ଓଡ଼ିଶାର ସାତଟି ଜିଲ୍ଲା କୁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଗଜପତି ଜିଲ୍ଲା ଏଥିରେ ସାମିଲ ରହିଛି ।

