0୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ପଡ଼ିଆ ସଦର ମହକୁମା ସ୍ଥିତ ସେଣ୍ଟ ମାର୍କ ଚର୍ଚ୍ଚ ପରିସରରେ ଖ୍ରୀଷ୍ଟମାସ ଠାରୁ ନୂତନ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ କୃତି ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିବା ପାଇଁ ଏକ କାର୍ଯ୍ୟକ୍ରମ ରଖାଯାଇଥିଲା ।
