ନିଆଳି ବଶିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନିଆଳିର ପ୍ରଶାସନିକ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧନା

୦୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି  :-> ନିଆଳି ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନିଆଳି ତହସିଲଦାର ନିଲମ କୁମାର ସାହୁ , ନିଆଳି ଥାନାଧିକାରୀ ବିଜୟ କୁମାର ମଲ୍ଲିକ , ଏବଂ ମଣ୍ଡଳ ଶିକ୍ଷାଅଧିକାରୀ , ଶ୍ରୀମତୀ ଜ୍ୟୋସ୍ନାରାଣୀ ମହାପାତ୍ରଙ୍କୁ ନବ ବର୍ଷର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି । ସଂଘର ସଭାପତି ଶ୍ରୀ କୈଳାସ ଚନ୍ଦ୍ର ସୁର,

ସଂପାଦକ ଶ୍ରୀ ଆଶୋକ କୁମାର ରାୟ , ଶ୍ରୀ ସର୍ବେଶ୍ଵର ରାଉତ, ପ୍ରଭାକର ଦିକ୍ଷୀତି, ପିତାମ୍ବର ରାଉତ, ପ୍ରେମାନନ୍ଦ ମହାପାତ୍ର, କାଳନ୍ଦୀ ପ୍ରଧାନ, ଓ ବ୍ରଜବନ୍ଧୁ ମୁଦୁଲି ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ନବ ବର୍ଷର ଶୁଭେଚ୍ଛା ଜଣାଇଥିଲେ ।

Exit mobile version