୦୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ରେଲୱେ ଲୋକୋ କଲୋନୀ ଅଞ୍ଚଳରୁ ହେଉଥିବା ଜଳ ନିଷ୍କାସନକୁ ଉପଯୋଗ କରାଯାଇ, ଖୋର୍ଦ୍ଧାରୋଡ ରେଳ ଷ୍ଟେସନରେ ପ୍ଲାଟଫର୍ମ ସଫା କରିବା ପାଇଁ ଏବଂ ପାଖରେ ଥିବା ଉଦ୍ୟାନରେ ପାଣି ବ୍ୟବହାର କରାଯିବ।ଖୋର୍ଦ୍ଧାରୋଡର ଲୋକୋ କଲୋନୀରେ ନବୀକରଣ ଯୋଗ୍ୟ ଜଳବିଶୋଧନ ପ୍ଲାଣ୍ଟ କୁ ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍. ବାଜୱା,ଉଦ୍ଘାଟନ କରିଛନ୍ତି।

