Home ଓଡ଼ିଶା ଥରୁଛି କେନ୍ଦ୍ରାପଡ଼ା ଶୀତ କୋପରେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କେନ୍ଦ୍ରାପଡ଼ା :-> ସମଗ୍ର ରାଜ୍ୟରେ ଶୀତ ତରଙ୍ଗ ପ୍ରବାହିତ ହେଵା ସହିତ ଓଡ଼ିଶା ର ଅନେକ ଅଂଚଳରେ ତାପମାତ୍ରାର ତୀବ୍ର ହ୍ରାସ ଘଟିଛି । ବର୍ଷର ପ୍ରଥମ ଦିନରୁ କେନ୍ଦ୍ରାପଡ଼ାରେ ଏକ ଅସାଧାରଣ ଏବଂ କଠିନ ଶୀତର ସମ୍ମୁଖୀନ ହେଉଛନ୍ତି ପୁରା କେନ୍ଦ୍ରାପଡ଼ା ବାସୀ । କାକର ପ୍ରବାହ ଯୋଗୁଁ ଗାଡ଼ି ଚଳାଚଳ ଠାରୁ ଆରମ୍ଭ କରି କୃଷି କାର୍ଯ୍ୟରେ ମଧ୍ୟ ଏହାର ବିଶେଷ ପ୍ରଭାବ ପଡ଼ୁଥିବା ଦେଖାଦେଇଛି । ଏହି ଶୀତରେ ଅନେକ ଚାଷୀ ମାନେ ମଧ୍ୟ ହାରାଶ ହୋଇ ପଡିଛନ୍ତି । ଚାଷୀ ଙ୍କ ବହୁତ ଫସଲ ପନିପରିବା ମଧ୍ୟ କଅଁଳୁ ନାହିଁ ଯାହା ଫଳରେ ଚାଷୀ ମାନେ ହତାଶ, ରାଜ୍ୟରେ ପ୍ରବାହିତ ପ୍ରଚଣ୍ଡ ଶୀତରେ ଏମିତି ବି କିଛି ଗରିବ ଲୋକଙ୍କ ପାଖରେ ରହିବା ପାଇଁ ଭଲ ଘର ଓ କମ୍ବଳ ଖଣ୍ଡେ ନାହିଁ । ତଦସହିତ ସେମାନଙ୍କ ପାଇଁ ଶୀତ ରୁ ରକ୍ଷା ପାଇବା କଷ୍ଟକର ହୋଇପଡିଛି । ଶୀତୁଆ ରାତିରେ କାକର ପ୍ରବାହ ତୀବ୍ର କାରଣ ରୁ ସନ୍ଧ୍ୟା ସମୟରେ ବି ଘରୁ ବାହାରିବା ସଂକଟପୂର୍ଣ୍ଣ ହୋଇପଡିଛି । ତେବେ ଶୀତ ରୁ ରକ୍ଷା ପାଇବା ପାଇଁ କେତେକ ଲୋକ ଗାଁ ଦାଣ୍ଡ ରେ ନିଆଁ ଜାଳୁ ଥିବା ଦେଖା ଯାଇଛି । Categories: ଓଡ଼ିଶା, କେନ୍ଦ୍ରାପଡା, ହୋମ୍ Related Content ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି by Proprietor Abhimanyu Maharana August 1, 2026 Vedanta Aluminium-Supported Young Archer Wins 3 Gold; Qualifies for CBSE Nationals by Proprietor Abhimanyu Maharana August 1, 2026 ଇପାରି ଗୋବିନ୍ଦମ୍ ଜୁଏଲର୍ସର ନବୀକୃତ ଶୋ'ରୁମ୍ ଉଦଘାଟିତ by Proprietor Abhimanyu Maharana August 1, 2026 ଚଳିତ ବନ୍ୟାରେ ପୁରୀ ଜିଲ୍ଲା ୧୭୨୨୧ ପ୍ରଭାବିତ by Proprietor Abhimanyu Maharana August 1, 2026 ଖୋ ଖୋ ବୈଷୟିକ କାର୍ଯ୍ୟକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana August 1, 2026 ମହିଳା ମାନେ କେବଳ ଲାଭାର୍ଥୀ ନୁହେଁ ବିକାଶ ପ୍ରକ୍ରିୟା ର କର୍ଣ୍ଣଧାର ହୁଅନ୍ତୁ : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା by Proprietor Abhimanyu Maharana August 1, 2026