ମାଙ୍କଡା ପଥର ବୋଝେଇ ଟ୍ରକ ଜବତ, ଡ୍ରାଇଭର ଫେରାର

ବୁଧବାର ଅପରାହ୍ନ ପ୍ରାୟ ୪ ଘଟିକା ସମୟରେ ବେଆଇନ ଚାଲାଣ ହେଉଥିବା ଓଡ଼ି ୦୨ଡବ୍ଲୁ ୦୧୩୦ ନମ୍ବର ବିଶିଷ୍ଟ ଏକ ମାଙ୍କଡା ବୋଝେଇ ଟ୍ରକକୁ ପାଟ୍ରୋଲିଂ ଟିମ ନାଭାଲ ଛକ ନିକଟରେ ଧରିଥିଲେ l ଗତ ୨୪ ତାରିଖରେ ପାଟ୍ରୋଲିଂ ଟିମ ଚଢ଼ାଉ କରି ୪ ଗୋଟି ପଥର ବୋଝଇ ଟ୍ରକ କୁ ଜବତ କରିବା ସହ ସମ୍ପୃକ୍ତ ୪ ଜଣ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ l ଏହିପରି ଚଢ଼ାଉ ଅଭିଯାନ ଜାରି ରହିବ ବୋଲି ଆଇଆଇସି ପରିଡା ସୂଚନା ଦେଇଛନ୍ତି l
Related Content
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ
by
Proprietor Abhimanyu Maharana
May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ - ଦୁଇ ଦେଶୀ ବନ୍ଧୁକ ଜବତ
by
Proprietor Abhimanyu Maharana
May 4, 2026
Brutal Crime in Nasrapur Sparks Outrage : Accused Arrested
by
Proprietor Abhimanyu Maharana
May 4, 2026
Delay in water supply in Pune : Water to taps only between 1 and 2 pm
by
Proprietor Abhimanyu Maharana
May 4, 2026
ODISHA VIGILANCE NABS SRI PRASANTA PRADHAN, ASI OF RAJKANIKA POLICE STATION, DIST-KENDRAPARA FOR TAKING BRIBE TO FURNISH FAVOURABLE REPORT IN A LAND DISPUTE CASE.
by
Proprietor Abhimanyu Maharana
May 4, 2026
Chandi Bhandar Celebrates Savitri with the Exquisite “Sangam” Collection
by
Proprietor Abhimanyu Maharana
May 4, 2026