ରାଜଧାନୀରେ ନକଲି ସିମେଣ୍ଟ କାରଖାନା ଠାବ : କାରଖାନା ମାଲିକଙ୍କୁ ଅଟକ

ଭୁବନେଶ୍ବର ଟଙ୍କପାଣି ରୋଡ଼ରେ ଥିବା ମା କନକ ଦୁର୍ଗା ସିମେଣ୍ଟ ଷ୍ଟୋର ଉପରେ ଚଢାଉ ବେଳେ ମିଳିଥିଲା ପାଖାପାଖି ୫୦୦ ବସ୍ତା ସିମେଣ୍ଟ । ଏହି ନକଲି ସିମେଣ୍ଟରେ ପାଉଁଶ ଏବଂ ବାଲି ମିଶୁଥିଲା ବେଳେ ବସ୍ତା ପିଛା ୨୦୦ ଟଙ୍କା କମରେ ବିକ୍ରି ହେଉଥିଲା । ଖବର ପାଇ କାରଖାନାରେ ବଡଗଡ ଥାନା ପୁଲିସ ଚଢାଉ କରି ବସ୍ତା ବସ୍ତା ନକଲି ସିମେଣ୍ଟ ଜବତ କରିଛି । ତେବେ ଏହି ଘଟଣାରେ କାରଖାନା ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
Related Content
Silk India’ exhibition begins at Hotel Prachi
by
Proprietor Abhimanyu Maharana
August 14, 2026
ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ
by
Proprietor Abhimanyu Maharana
August 14, 2026
ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା
by
Proprietor Abhimanyu Maharana
August 14, 2026
ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
by
Proprietor Abhimanyu Maharana
August 14, 2026
ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ତଥା ପଢ଼ାପଢ଼ି ପାଇଁ ଶରୀର ଦାନ କଲେ ହରିଶ ପ୍ରଧାନ ଆଉ ତାଙ୍କ ସହଧର୍ମିଣୀ
by
Proprietor Abhimanyu Maharana
August 14, 2026
ସାଇ ହେଲ୍ଥ କେୟାରର ମାଗଣା ସ୍ୱାସ୍ଥ୍ୟ ଶିବିର
by
Proprietor Abhimanyu Maharana
August 14, 2026