
0୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଟାଙ୍ଗି :-> ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ଟାଙ୍ଗୀ ପୁରୁଣା ବିଟ ହାଉସ ପରିସରରେ ମଣିଷ ଛୁଆ ର ଖପୁରୀ ଠାବ। ଖପୁରୀ ଦେଖିବାକୁ ଶତାଧିକ ଲୋକମାନଙ୍କ ର ଭିଡ ଲାଗିଥିବାର ସୂଚନା ମିଳିଛି।

ଖପୁରୀ ଟି ପ୍ରାୟ ୪ରୁ ୫ ବର୍ଷ ବୟସ ର ଵୋଲି ଵିଶେଷ ସୂତ୍ରରୁ ପ୍ରକାଶ। ଉକ୍ତ ଖପୁରୀ କିଭଳି ଏଠାକୁ ଆସିଲା ତାହା ସ୍ପଷ୍ଟ ହୋଇ ନାହି। ତଦନ୍ତ ଜାରି ରହିଛି।
