0୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ଓଡିଶା କ୍ରାନ୍ତି ବାହିନୀ ସେବା ଟ୍ରଷ୍ଟ ପକ୍ଷରୁ ନୂତନ ବର୍ଷ ଅବସରରେ ବୁଧବାର ଅପରାହ୍ନରେ ଫୁଲନଖରା ସ୍ଥିତ ବିଜୁ ପଟ୍ଟନାୟକ କମ୍ୟୁନିଟି ହଲ ସମ୍ମୁଖ ରାସ୍ତାରେ, ଟ୍ରାଫିକ ସଚେତନତା କରାଯାଇଥିଲା । ଟ୍ରଷ୍ଟର ସଦସ୍ୟମାନେ ରାସ୍ତାରେ ଯାଉଥିବା ବିନା ହେଲମେଟ ବାଇକ୍ ଚାଳକ ମାନଙ୍କୁ ହେଲମେଟ ପିନ୍ଧିଥିବା ପାଇଁ ଗୋଲାପ ଦେଇ ପରାମର୍ଶ ଦେଇଥିଲେ ।

