0୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ ବ୍ଲକ ପିଚୁକୁଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମରେ ଶ୍ରୀରାମକୃଷ୍ଣ ପରମହଂସଙ୍କ କଳ୍ପତରୁ ଉତ୍ସବ ସଭାପତି ବିଜୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବ୍ରହ୍ମଚାରୀ ରମେଶ ଶ୍ରୀରାମକୃଷ୍ଣ ଲୀଳାମୃତ ପୁସ୍ତକରୁ କଳ୍ପତରୁ ପ୍ରସଙ୍ଗ ଆବୃତ୍ତି କରିଥିଲେ।

