୩୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଶ୍ରୀ ରାଧାମାଧବ ସଂସ୍କୃତ ମହାବିଦ୍ୟାଳୟ, ଦେଉଳି ଠାରେ ଜାତୀୟ ସେବା ଶିବିର ଯୋଜନା ଓ ରାଜ୍ୟ ରକ୍ତ ସଂଚାରଣ ପରିଷଦର ମିଳିତ ଆନୁକୂଲ୍ୟରେ ସୋମବାରଦିନ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରକୁ ବେଗୁନିଆ ବୋଲଗଡ଼ ବିଧାୟକ ପ୍ରଦୀପ କୁମାର ସାହୁ ଅନୁଷ୍ଠାନିକ ଉଦ୍ଘାଟନ କରିଥିବା ବେଳେ , କଲେଜର ପ୍ରତିଷ୍ଠାତା ଭାଗିରଥି ସାହୁ, କଲେଜ ଅଧ୍ୟକ୍ଷ ବଟକୃଷ୍ଣ ସାହୁ,ସଂଯୋଜକ ପ୍ରଦୀପ ସାହୁ, ଡ଼ଃ ଦୈତାରୀ ଦାସ, ମାଧବ ମହାରଣା, ଡ଼ଃ ଆହୁତି ରଥ, ସସ୍ମିତା ମିଶ୍ର, ଉତ୍ତମ କୁମାର ବେହେରା, ବ୍ରହ୍ମାନନ୍ଦ ନାୟକ, କେଶବ ଚନ୍ଦ୍ର ଜୟସିଂହ,

