Home ଓଡ଼ିଶା ଶ୍ରୀ ଜଗନ୍ନାଥ ସଂସ୍କୃତି ପରମ୍ପରା ଅନୁଯାୟୀ କୁଳିକ ବୃତ୍ତି କୁ ଜୀବିତ ରଖିଲେ ଏହି ସମାଜ ର ଦାରିଦ୍ର୍ୟ ଦୂର ହୋଇପାରିବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୋଲସରା :-> ରାଜ୍ୟ ସରକାର ଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ & ଭୁବନେଶ୍ୱର ସ୍ଥିତ କଲ୍ପନା ଛକ ,କେନ୍ଦ୍ର ସରକାରଙ୍କ ହସ୍ତଶିଳ୍ପ ବିଭାଗ ହସ୍ତଶିଳ୍ପ ଡାଇରେକ୍ଟର (H) ଙ୍କ ସହାୟତା ରେ ହୋଇପାରିବ ଯାହା ଆପଣଙ୍କ ପ୍ରେସ ଖବର ମାଧ୍ୟମରେ । ସହାୟତା ଏକାନ୍ତ କାମ୍ୟ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍ ଅନ୍ତର୍ଗତ ମଥୁରା ଗ୍ରାମ ପଞ୍ଚାୟତ ରେ ସୂକ୍ଷ୍ମ ହାତତିଆରି କଳାକୃତି ର ୮ ଟି କୌଳିକ ବୃତି ର ଜାତି ବସ, ବାସ କରନ୍ତି ସେଥି ମଧ୍ୟରୁ କଂସା ପିତଳ,ଗୋବର କଣ୍ଢେଇ,ପଥର ଖୋଦେଇ, ଲୁଗାବୁଣ ତନ୍ତୀ,ହରିଜନ ବସ୍ତିର ବାଉଁଶପାତୀ, କୁମ୍ଭକାର ( ମାଟି ରେ ତିଆରି ) ଲଳିତକଳା ପଟ୍ଟଚିତ୍ର,କାଠ ଖୋଦେଇ & କେଳା ସମ୍ପ୍ରଦାୟ ର ଗଞ୍ଜାମ ଲୋକକଳା ଦଉଡ଼ି ଉପରେ କେଳାନାଚ ଅନ୍ୟତମ ଅଟେ ! ଏଣୁ ଆପଣଙ୍କ ସହାୟତା ମାରଦା ମନ୍ଦିର ପରିସରରେ ପ୍ରବାସୀ ଭାରତୀୟ ଦିବସ ବା ଶ୍ରୀ ଜଗନ୍ନାଥ ସଂସ୍କୃତି ପରମ୍ପରା କୁ ସୁରକ୍ଷା ସହିତ ସରକାରୀ ସ୍ତରରେ ଏହି ଦିବସ ପାଳନ କରାଗଲେ ହାତ ତିଆରି ସୂକ୍ଷ୍ମ କାରୁକାର୍ଯ୍ୟ ର ବିକ୍ରିବଟା ସହିତ କୁଶଳୀ କାରିଗରୀ ଙ୍କ ଜୀବନ, ଜୀବିକା ବଂଚି ରହିପାରିବ ଯାହା ଫଳରେ ଦାଦନ ଓ ବେକାରୀ ସମସ୍ୟା ଦୂର ହୋଇପାରିବ । Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026