୩୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ଟିପିଏଲର ଦଶମ ସଂସ୍କରଣ. ଫାଇନାଲ ମ୍ୟାଚ ଆଜି ବାରିପଦା ସ୍ଥିତ ତୁଳସୀ ଚଉରା ଗୋଶାଳା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ପ୍ରଥମେ ଭି ରୋଆର ପ୍ରଥମେ ଟସ ଜିତି ବ୍ୟାଟିଂର ନିସ୍ପତି ନେଇଥିଲା. ନିର୍ଦ୍ଧାରିତ ୧୨ଅଭରରେ ୬ ଉଇକେଟ ହରାଇ ୧୪୪ ରନ ସଂଗ୍ରହ କରିଥିଲା, ମାତ୍ର ଏହି ରନକୁ ପିଛ।କରି କାଳିକା ପୁର ବ୍ଲାଷ୍ଟାର ୭ ଉଇକେଟ ହରାଇ ୧୪୩ ରନ କରିଥିଲା, ଫଳରେ ମାତ୍ର ୧ ରନରେ ଭି ରୋଆର, କାଳିକା ପୁର ବ୍ଲାଷ୍ଟାରକୁ ପରାସ୍ତ କରିଥିଲା । ଏବଂ ଆଜିର ମ୍ୟାଚରେ ଚମ୍ପିଆନ ହୋଇଥିଲା ।

