୩୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ହିନ୍ଦୁ ପରମ୍ପରାରେ ମହିଳା ଓ କୁମାରୀମାନେ ଆଜିର ଦିନରେ ବଉଳ ଗଛ ମୂଳରେ ବସି ବନ୍ଧୁତ୍ୱ ସ୍ଥାପନ କରିଥାନ୍ତି । ବିଶେଷ କରି ବନ୍ଧୁତ୍ୱ ସ୍ଥାପନ ନିମନ୍ତେ ବଉଳ ଗଛ ମୂଳରେ କିମ୍ବା ଆମ୍ବ ଗଛମୂଳରେ ତୁଳସୀ, ବେଲ ଓ ଭୋଗରାଗ କରି ପୂଜା କରିଥାନ୍ତି । ଏହି ପରମ୍ପରା ବହୁ ଆଗରୁ ଆମ ସନାତନ ଧର୍ମରେ ପ୍ରଚଳିତ ହୋଇ ଆସୁଛି ।

