୩୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଆନ୍ତର୍ଜାତୀୟ ‘ଚେତନା’ ଶୀର୍ଷକ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରି ପ୍ରଶଂସିତ ହୋଇଛନ୍ତି । ପୁରୀସ୍ଥ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ କଲେଜ ପରିସରରେ ‘ଆର୍ଟ ଅଫ୍ ବ୍ଲେସିଂ’ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଜ୍ୟୋତିପ୍ରଭା ସାହୁ, ସାଗରିକା ସାହୁ, ସୀତା ସାମଲ, ରୋଜାଲିନ୍ ସ୍ୱାଇଁ, ସୁନୀଲ୍ ସାହୁ, ମଧୁସ୍ମିତା ଦାସ, ଅର୍ଚ୍ଚିତା ପାଣି, ରୀମା ସ୍ୱାଇଁ, ସତ୍ୟରଞ୍ଜନ ବାରିକ, ସଂନ୍ଧ୍ୟାରାଣୀ ବେହେରା ,
