୨୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ସକାଳ ସାତ ଘଂଟିକା ସମୟରୁ କ୍ୟାବିନ ଉଛେଦ ହେଉଥିବା ବେଳେ କୌଣସି ଅପ୍ରିତିକରୀ ଘଟଣା ନ ଘଟିବା ପାଇଁ ଜିଲ୍ଲା ପ୍ରଶାସନ ସେଇଥି ପାଈ 6ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହି କ୍ୟାବିନକୁ ଉଛେଦ ପକ୍ରିୟା ଚାଲୁ ରଖିଥିବା ଦେଖିବାକୁ ମିଳିଥିଲା. ପ୍ରକାଶ ଯେ ଖୋର୍ଦ୍ଧା ସହର କ୍ୟାବିନ ସହର ଭାବେ ପରିଚିତ ଥିଲା. ପ୍ରତେକ ସମୟରେ ଟ୍ରାଫିକ ଜାମରହୀ ଆମ୍ବୁଲାନ୍ସ ଗାଡି ଅଟକି ରହୁଥିଲା.

