୨୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ :-> ଗଜପତିଜିଲ୍ଲା ରାୟଗଡ ବ୍ଲକଅନ୍ତର୍ଗତ କଇଁପୁର ସ୍ଥିତ ଜଣାଶୁଣା ଗ୍ରାମବିକାଶ ବିଦ୍ୟାଳୟ ତଥା ମହେନ୍ଦ୍ର ତନୟା ଆଶ୍ରମ ଉଚ୍ଚ ବିଦ୍ୟାଳୟ ଠାରେ ୩୨ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟନ ହୋଇଯାଇଛି। ଏଇ କାର୍ଯ୍ୟକ୍ରମ ବିଦ୍ୟାଳୟରେ ତିନି ଦିନ ହେବାକୁ ଥିବାବେଳେ,ଆଜିର ପ୍ରଥମ ଦିବସରେ ପତାକା ଉତ୍ତୋଳନ ଓ ମଶାଲ ସ୍ବାଗତ ସହ ଉଦଘାଟନ ଓ କ୍ରୀଡା ପ୍ରତିଯୋଗୀତା ହୋଇଥିଲା।

