ଆରିକମା ଆଲୁମିନି ସଂଘର ଦ୍ୱିତୀୟ ବାର୍ଷିକ ବୈଠକ

ଏହି ସଭାରେ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବାସୁଦେବ ଦାସ ବାର୍ଷିକ ବିବରଣୀ ରଖିଥିବାବେଳେ, ଅର୍ଥସଚିବ ଶ୍ରୀଯୁକ୍ତ ପ୍ରଭାତ ଚନ୍ଦ୍ର ହୋତା ଆୟ ବ୍ୟୟର ବିବରଣୀ ଉପସ୍ଥାପନ କାରିଥିଲେ । 1980 ମସିହା ବିଦ୍ୟାଳୟର ପ୍ରଥମ ବ୍ୟାଚ୍ର ଛାତ୍ର ଶ୍ରୀଯୁକ୍ତ ବିପିନ ବିହାରୀ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ସଙ୍ଘର ଉପ ସଭାପତି ଶ୍ରୀଯୁକ୍ତ ଦିଲୀପ କୁମାର ଜ଼ତି ଅତିଥି, ସାମ୍ବାଦିକ ବନ୍ଧୁ ଏବଂ ସମସ୍ତ ପୁରାତନ ଛାତ୍ରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Related Content
ଭୁବନେଶ୍ୱରରେ ଅଭାଦା ଭାରତ ଉଦୟ ଯାତ୍ରାରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଯୋଗଦାନ; ଓଡ଼ିଶାର ନବୀକରଣଯୋଗ୍ୟ ଶକ୍ତି ଆକାଂକ୍ଷାକୁ ପୁନଃସୁଦୃଢ କଲା
by
Proprietor Abhimanyu Maharana
June 7, 2026
ପୁରୀ ୨ ରେ ସର୍ବବୃହତ ରଜ ମହୋତ୍ସବ ବିଜୟିତା ପିନ୍ଧିବେ ରଜରାଣୀ ମୁକଟ
by
Proprietor Abhimanyu Maharana
June 7, 2026
୮ଟି ନାଟ ଗୋଡରେ କନ୍ଦର୍ପ ରୂପ ଖୋଦେଇ ଜାରୀ
by
Proprietor Abhimanyu Maharana
June 7, 2026
ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ଅନଲାଇନ୍ ଦାନ ସୁବିଧା ଓ ନୂତନ ଫିଜିଟାଲ୍ ଶାଖାର ଶୁଭାରମ୍ଭ ସହ ବ୍ୟାଙ୍କ ଅଫ୍ ବରୋଦାର ଓଡ଼ିଶାରେ ଉପସ୍ଥିତି ଆହୁରି ସୁଦୃଢ଼
by
Proprietor Abhimanyu Maharana
June 6, 2026
ଡାଲମିଆ ଭାରତ ପକ୍ଷରୁ "ବିଶ୍ୱ ପରିବେଶ ଦିବସ" ପାଳନ
by
Proprietor Abhimanyu Maharana
June 6, 2026
ଦକ୍ଷତା ବିକାଶ, ନିଯୁକ୍ତିଯୋଗ୍ୟତା ଏବଂ ଶିଳ୍ପ-ଶିକ୍ଷାନୁଷ୍ଠାନ ସହଯୋଗକୁ ସୁଦୃଢ଼ କରିବା ପାଇଁ OPESA ଦ୍ୱାରା ଚାରିଟି କୌଶଳଗତ ବୁଝାମଣା ପତ୍ର ସ୍ୱାକ୍ଷର ସମାରୋହ
by
Proprietor Abhimanyu Maharana
June 6, 2026