୨୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଟାଙ୍ଗୀ :- ଛାତ୍ର ଦିନର ସ୍ମୁତି ପୁଣି ତାଜା ହୋଇ ଉଠିଛି। ୧୯୮୮ମସିହା ରେ ଖୋର୍ଦ୍ଧା ଜିଲ୍ଲା ର ଅଗ୍ରଣୀ କଲେଜ ନିରାକାର ପୁର ସ୍ଥିତ କେ ବି ଡି ଏ ଭି କଲେଜ ରେ + ୩ କଳା ବିଭାଗ ରେ ସୁନେଲି ସ୍ୱପ୍ନ ନେଇ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କର ବନ୍ଧୁ ମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ରାମେଶ୍ୱର ପାନ୍ଥୀକା ପରିସରରେ ଆଜି ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇ ଯାଉଅଛି।ବନ୍ଧୁ ସୁରେଶ ଚନ୍ଦ୍ର ସ୍ବାଇଁଙ୍କର ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ।ପ୍ରଥମେ ଇହ ଲୀଳା ସମ୍ବରଣ କରିଥିବା ବନ୍ଧୁ ମାନଙ୍କ ଉଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା l

