୨୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଭାରତୀୟ ଜାତୀୟ କଂଗ୍ରେସ ପାର୍ଟି ପକ୍ଷରୁ ଗୋପ ବ୍ଲକ କଂଗ୍ରେସ କମିଟି ଦ୍ଵାରା ପୂର୍ବତନ ଭାରତର ପ୍ରଧାନମନ୍ତ୍ରୀ ତଥା ମହାନ ଅର୍ଥଶାସ୍ତ୍ରୀ ଭାରତୀୟ ଇତିହାସ ରେ ସ୍ବର୍ଣ୍ଣିମ ଅକ୍ଷର ରେ ଲିପିବଦ୍ଧ ଯାହାଙ୍କ ଅବଦାନ ଲୋକନାୟକ ସ୍ବର୍ଗତ ଶ୍ରୀ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଯାଉଛି l

