Home ଅପରାଧ ଭଦ୍ରକ କଣ୍ଟାବଣିଆ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା : ନିଜ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମା ପୁଅ ପାଇଁ ବାହୁନି ବାହୁନି କାଦୁଛି ପୁଅ ମୋର ଗେଲା ତୁ କଉଠି ଅଛୁ ଭଲରେ ଥା ତୁ ମତେ ଏକା କରିଦେଲୁ ପ୍ରେମ ଓ ପରେ ପ୍ରତାରଣା ନେଲା ପ୍ରେମିକ ଜୀବନ ୨୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭଦ୍ରକ :-> ଚେନାଇ ରହୁଥିବା ଆକବର ନାମକ ପିଲା ଜଣେ ଡାଇନାମା ମିସ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ,ମାସକୁ ପ୍ରାୟ ପଚାଶ ହଜାର ଟଙ୍କା income କରୁଥିଲେ, ସୁହାଲିଆ ଅନସାରୀ ନାମକ ଝିଅକୁ ପ୍ରାୟ 2ବର୍ଷ ହେବ ଅନ୍ଧଭାବରେ ପ୍ରେମ କରୁଥିଲେ ଏବଂ ଉଭୟଙ୍କର ପ୍ରେମ ସମ୍ପର୍କ ଭଲ ଭାବେ ଚାଲିଥିଲା, ପିଲା ମଧ୍ୟ ତାର ପିତାମାତାକୁ କହିଦେଇଥିଲା ସେହି ଝିଅକୁ ବିବାହ କରିବ,ଯାହା income କରୁଥିଲା ସେ ଝିଅକୁ ସୁନା ଗହଣା, ସୁସ୍ୱାଦୁ ଖାଇବା ପିଇବା, ଫ୍ଲିଫ କାର୍ଡ ଜରିଆରେ ସବୁବେଳେ ଝିଅ ପାଇଁ order ମଗେଇବା, ଏପରିକି ଲକ୍ଷ ଲକ୍ଷ ଟଙ୍କା ଦେବାରେ ମଧ୍ୟ ହେଳା କରୁନ ଥିଲା, ସେ ଝିଅ ଯାହା ମାଗୁଥିଲା ଏବଂ ଯେତେବେଳେ ମାଗୁଥିଲା ସଙ୍ଗେ ସଙ୍ଗେ ପୂରଣ କରୁଥିଲା କିନ୍ତୁ ପ୍ରେମିକ ଆକବର ଜାଣିନଥିଲା ପ୍ରେମିକା ସୁହାଲିଆ ଜଣେ ଧୋକେବାଜ ଓ ପ୍ରତାରଣା ଦେବ ବୋଲି, ପ୍ରେମିକା ପାଇଁ ଏତେ କଲା ପରେ ମଧ୍ୟ ଶେଷରେ ପ୍ରେମିକା ପ୍ରେମିକ ସହ ଖେଳିଲା ଓ ଛଳନା କଲା, ଫଳରେ ସରଳ ନିରୀହ ପ୍ରେମିକ ବାଧ୍ୟ ହେଳା ଆତ୍ମହତ୍ୟା କରିବା ପାଇଁ.. କିନ୍ତୁ ମୃତ୍ୟୁ ପୂର୍ବରୁ ପ୍ରେମିକ ଭଲ ପାଉଥିବା ପ୍ରେମିକାକୁ କରିଥିଲା ଭିଡିଓ କଲ,ହଁ ଦର୍ଶକ ବନ୍ଧୁ ସେହି ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରେଇଲା, ହଁ ଆଜ୍ଞା ପ୍ରେମ ଟିକକ ପାଇବା ପାଇଁ ନିଜ ଜୀବନ ହରାଇବାକୁ ପଛଘୁଂଚା ଦେଇ ନଥିଲେ ପ୍ରେମିକ ସେକ ଆକବର, ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିଲେ ସେହି ଧୋକେବାଜ ପ୍ରତାରଣା ଓ ଛଳନା ଖଳନାୟିକା ପ୍ରେମିକା ଷୋହେଲା ଅନସାରୀ। ଭଦ୍ରକ କଣ୍ଟାବଣିଆ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା 14ଡିସେମ୍ବର ସମୟ 12.46ବେଳେ,ପ୍ରେମିକ ପ୍ରେମିକା ବାର୍ତ୍ତାଳାପ ତା ପରେ ପ୍ରେମିକ ନିଜ ଗାମୁଛା ରେ ଫେନ ରେ ବାନ୍ଧି ନିଜ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଛି । ପ୍ରେମିକ ଚାହୁଁ ଥିଲା ବିବାହ ପାଇଁ କିନ୍ତୁ ପ୍ରେମିକା ରାଜି ନ ହୋଇ କହିଲା ମୁଁ ତମକୁ ବିବାହ କରିବି ନାହିଁ, ପ୍ରେମିକର ସବୁସ୍ୱପ୍ନ ଧୂଳିସାତ୍ ହୋଇ ଯାଇଥିଲା,ସେ ଏକ ବିରାଟ ବଡ ଭୁଲ ନିଷ୍ପତି ନେଇ ବସିଥିଲା ଘରେ କେହି ନଥିଲେ । ପରିବାର ଲୋକେ ପ୍ରଥମେ ଭଦ୍ରକ ଟାଉନ୍ ଥାନା ରେ ଏତଲା ଦେଇଥିଲେ,ପରେ କିଛି ଫଳପ୍ରଦ ହେଇନଥିଲା,ସେଥି ପାଇଁ ପରିବାର ଲୋକ ଆଉ ପଡୋଶୀ ଆସି ଏସପି ଦ୍ୱାରସ୍ଥ ହୋଇଥିଲେ,ଏସପି ସେହି ଦୁଖଃଦ ଓ ମର୍ମାହତ ପରିବାରକୁ ପ୍ରତିଶୃତି ଦେଇଛନ୍ତି ନିଶ୍ଚିତ ଶୀଘ୍ର ନ୍ୟାୟ ଦେବେ ,ଶେଷରେ ପରିବାର ତରଫରୁ ପୋଲିସକୁ ଅନୁରୋଧ କରିଛନ୍ତି ଯେତେ ଶୀଘ୍ର ଦୋଷୀକୁ ଗିରଫ କରି କଠୋର ରୁ କଠୋର ଦଣ୍ଡ ମିଳୁ । ଆମ ପୁଅ କୁ ନ୍ୟାୟ ଦିଅନ୍ତୁ SP ସାର I Categories: ଅପରାଧ, ଓଡ଼ିଶା, ଭଦ୍ରକ, ହୋମ୍ Related Content ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି by Proprietor Abhimanyu Maharana September 10, 2026 ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ by Proprietor Abhimanyu Maharana September 10, 2026 ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026 ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 10, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ by Proprietor Abhimanyu Maharana September 10, 2026