୨୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାଜସୁନାଖଳା :-> ସରକାରୀ ଉଚ୍ଚ ବିଦ୍ୟାଳୟ, ରାଜସୁନାଖଳା 1991 ମସିହା ମାଟ୍ରିକ ବ୍ୟାଚ ର ବନ୍ଧୁମିଳନ ୧୩୦ ପରିବାର ସଙ୍ଗେ ଗୋଟିଏ ଦିନ ସକାଳ ୯ ଘଣ୍ଟିକା ସମୟରୁ ଅପରାହ୍ନ ୫ ଘଣ୍ଟିକା ପର୍ଯ୍ୟନ୍ତ ହୋଇଥିଲା “Hill Side Park ” କୋଟଗଡ଼ ରାଜସୁନାଖଳା ଠାରେ ମହା ଆଡମ୍ବର ରେ ପୂର୍ବାହ୍ନ ବାରଟା ବେଳେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ବନ୍ଧୁ ଓ ବନ୍ଧୁ ପତ୍ନୀ ମାନେ ଏକତ୍ରିତ ହୋଇ କିଛି ସମୟ କାଟିଥିଲେ ଏବଂ ପରସ୍ପର ଦୁଃଖ ସୁଖ ବାଣ୍ଟିଥିଲେ l ସଭାପତି ବିଭୁତି ଭୂଷଣ ରଥ, ସମ୍ପାଦକ ଶ୍ରୀକାନ୍ତ କୁମାର ସାହୁ, କୋଷାଧକ୍ଷ ହୃଦାନନ୍ଦ ସାହୁ ଙ୍କ ନେତୃତ୍ୱରେ ପାଳିତ ହୋଇଥିଲା l

