୨୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ଥିତ ପୁରାତନ ଶିଶୁ ଶିକ୍ଷାନୁଷ୍ଠାନ ଧରିତ୍ରୀ ପ୍ଲେ ସ୍କୁଲ୍ ର ୧୧ତମ ବାର୍ଷିକୋତ୍ସବ ବୁଧବାର ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପରିସରରେ ଏକ ମନୋଜ୍ଞ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷ ଶିବପ୍ରସ୍ନ ପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖେମୁଣ୍ଡି ମହାବିଦ୍ୟାଳୟର ପ୍ରାଧ୍ୟାପିକା ଡ଼ଃ ସି.ଏଚ ସାନ୍ତା କୁମାରୀ ଓ ବ୍ରହ୍ମପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଡ଼ଃ ନର୍ମଦା ରଥ ପ୍ରମୁଖ ମଞ୍ଚସିନ ଥିଲେ ।
