୨୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ୩୦ଫୁଟ୍ ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍ ,ଟ୍ରକ ଭିତରେ ଚାପି ହୋଇ ରହିଛନ୍ତି ଚାଳକ ,ଟ୍ରକ୍ ଟି ବିଶାଖା ପାଟଣା ରୁ ସିମେଣ୍ଟ ନେଇ ସୁନ୍ଦରଗଡ଼ ଯାଉଥିବା ବେଳେ ଦଶପଲ୍ଲା ଥାନା ବାରିହା ପିଟା ଗାଁ ନିକଟ ରେ ଥିବା ଏକ କଳ୍ଭଟ୍ ର ୩୦ଫୁଟ୍ ତଳକୁ ଖସି ପଡିଥିବା ବେଳେ l

