୨୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ସମ୍ପଡା ମେଗା ନର୍ସରୀ ପରିସରରେ ଅରଣ୍ୟ ପରିଧି ସଂସ୍ଥା ତରଫରୁ ଦିନିକିଆ ସୌରବାଡ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମହିପୁର ବନାଞ୍ଚଳ ଅଧିକାରୀ ଅମ୍ରୀତ କୁମାର ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଅରଣ୍ୟ ପରିଧି ସଂସ୍ଥା ତରଫରୁ ଆସିଥିବା ନାରାୟଣ ବେଠୁଆଲ ସୌରବାଡ଼ର ସୁରକ୍ଷା ଉପରେ ମହିତମା ସେକ୍ସନ ଅଧୀନରେ ଥିବା ଭେଟପଲ୍ଲି,
