୨୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରହ୍ମଗିରି :-> ପୂରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ରେ ବିଧାୟକା ବ୍ଲକ ସମୀକ୍ଷା ବୈଠକ କୁ ବିରୋଧ କରି ଧାରଣାରେ ଅଧ୍ୟକ୍ଷl ଉପାଧ୍ୟକ୍ଷl ସରପଞ୍ଚ ସମିତି ସଭ୍ୟ ବସି ଥିବା ଦେଖିବାକୁ ମିଳିଛି । ଏହି ଧାରଣାରେ ବିଜେଡିର ନିର୍ବାଚିତ ପ୍ରତିନିଧି ମାନେ ବ୍ଲକ ସମ୍ମୁଖରେ ତିନି ଘଣ୍ଟା ଧରି ଧାରଣା ବସି ରହିଥିଲେ ବି,ଦି,ଓ ନ୍କ ପ୍ରତିଶ୍ରୁତି ପରେ ପ୍ରତ୍ୟା ହାର ହୋଇଛି । ସୂଚନା ଥାଉକି ବ୍ରହ୍ମଗିରି ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା ପାଇଁ ଆଜି ବ୍ରହ୍ମଗିରି ବିଧାଇକା ଉପାସନା ମହାପାତ୍ର କରିବା ନିମନ୍ତେ ଦିନ ଧାର୍ଯ୍ୟ ହୋଇଥିଲା । .
