
୧୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭଦ୍ରକ :-> ଭଦ୍ରକ ଜିଲ୍ଲାପାଳ କୁ ବଣିକ ସଂଘ ଗାନ୍ଧୀପଡିଆ ରୁ ଏକ ପଦଯାତ୍ରା ବାହାରି ଜିଲ୍ଲାପାଳ ଦାବି ପତ୍ର ଦେଲେ କଚେରି ମାର୍କେଟ ରେବଣିକ ସଂଘ ଭଦ୍ରକ କଚେରି ବଜାର ଦ୍ଵାରା ଉଚ୍ଛେଦ ହୋଇଥିବା ଦୋକାନୀ ବ୍ୟବସାୟୀ ମାନଙ୍କ ପୁନଃ ଥଇଥାନ ପାଇଁ ଆଜିର ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟଳୟ ସାମ୍ନାରେ ଗର୍ଜନ କଲେ ବ୍ୟବସାୟୀ ଏହି ଡାକରାରେ ସାମିଲ୍ ହୋଇ ନିଜ ମତ ବ୍ୟକ୍ତ କଲେ ପୂର୍ବ ସରକାର । ରେ ଭଦ୍ରକ ସହରର କିଛି ଜାଗା ଚିହ୍ନଟ କରି ପାରିଷଦ ବୈଠକରେ ପୂର୍ଣ୍ଣ ସହମତି ରେ resolution ପାସ୍ କରି ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଉକ୍ତ ଜାଗା ପୌରପାଳିକାକୁ ହସ୍ତାନ୍ତର କରିବାକୁ ନିବେଦନ କରି ଥିଲେ l

