୧୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡ଼ା ପଞ୍ଚାୟତ ଅଧୀନରେ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତୁକୁଡ଼ା ଏବଂ ବଡଜିରି ଗ୍ରାମକୁ ବ୍ଲକରେ ଯୋଗ ଦେଇଥିବା ନୂତନ ବିଡ଼ିଓ ଡ. ଅମୃତ କୁମାର ରାଉଲ୍ ପରିଦର୍ଶନ କରିବା ସହ ଗ୍ରାମର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ ତଦାରଖ କରିଥିଲେ ।
