ନୂଆଗାଁ ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

ଏବିଓ ଜ୍ୟୋସ୍ନା ରାଣୀ ସେଠୀ ପ୍ରମୁଖ ଯୋଗଦେଇ କ୍ରୀଡ଼ାର ମହତ୍ତ୍ଵ,କ୍ରୀଡ଼ା ଦ୍ଵାରା କିପରି ସର୍ବାଙ୍ଗିନ ବିକାଶ ଓ ଦୈନନ୍ଦିନ ଜୀବନରେ କ୍ରୀଡ଼ା ଆବଶ୍ୟକତା ହୋଇଥାଏ ସେ ଉପରେ ବକ୍ତବ୍ୟ ରଖିବା ସହ କୃତିତ୍ୱ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରଦୀପ କୁମାର ଖଣ୍ଡୁଆଳ ଖେଳକୁ ପରିଚାଳନା କରିଥିବା ବେଳେ ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।
- Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
Related Content
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha
by
Proprietor Abhimanyu Maharana
June 13, 2026
समाज के आर्थिक रूप से कमजोर परिवारों को आर्थिक सहायता
by
Proprietor Abhimanyu Maharana
June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା
by
Proprietor Abhimanyu Maharana
June 13, 2026
ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି
by
Proprietor Abhimanyu Maharana
June 13, 2026
ଗଜପତିରେ କାଳବୈଶାଖୀର ତାଣ୍ଡବ, ଉଡିଲା ୧୫ ଟି ଘରର ଛପର ଉଡି ଯାଇଛି
by
Proprietor Abhimanyu Maharana
June 13, 2026
ଗଜପତିର ବାସିନ୍ଦା ଓଡ଼ିଶାର ଖ୍ୟାତିନାମା ସଙ୍ଗୀତ ନିର୍ଦେଶକ ପ୍ରଶାନ୍ତ ପାଢ଼ୀ ଭୁବନେଶ୍ୱର ସପ୍ତାଚାଯ୍ୟ ଉତ୍ସବ - ୨୦୨୬ ରେ ଜୀବନବ୍ୟାପୀ ସଙ୍ଗୀତ ସାଧନ ସମ୍ମାନରେ ସମ୍ମାନୀତ
by
Proprietor Abhimanyu Maharana
June 13, 2026