
୧୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ଶବରପଲି ପଞ୍ଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି , ଏହି ଶୁଣାଣିରେ ମୋଟ 33 ଗୋଟି ଅଭିଯୋଗ ଆସିଥିବା ବେଳେ 4ଟି ବ୍ୟକ୍ତିଗତ ଅଭିଯୋଗ ଓ 29 ଟି ସାମୁହିକ ଅଭିଯୋଗ ଥିଲା,ଏବଂ ଜମିହୀନ ଲୋକଙ୍କୁ 17 ଗୋଟି ପଟ୍ଟା ପ୍ରଦାନ କରାଯାଇଥିଲା, ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନେ ଏହି ଶୁଣାଣିରେ ଯୋଗ ଦେଇଥିଲେ,

