୧୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନସ୍ତ ଗୋପ ପଞ୍ଚାୟତ ର ଖୁବ ଜଣାଶୁଣା ସର୍ବପୁରାତନ ପ୍ରତିଷ୍ଠିତ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପୃଷ୍ଠି ( କୁଶାଭାଇନା ଙ୍କ ଧର୍ମପତ୍ନୀ ଶ୍ରୀମତୀ ପୁଷ୍ପାମୟୀ ପୃଷ୍ଠି ଙ୍କ ଅକାଳ ବିୟୋଗରେ ଗୋପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଗତ ରବିବାର ମଧ୍ୟରାତ୍ରି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ଚିକିତ୍ସାଧିନ ଅବସ୍ଥାରେ ବିୟୋଗ ହୋଇଯାଇଛି l ଉକ୍ତ ସମୟରେ ସ୍ଵାମୀ କୃଷ୍ଣ ଚନ୍ଦ୍ର ପୃଷ୍ଠି ଓ ଦୁଇ ପୁଅ ଭୋହୁ ଅନ୍ୟାନ୍ୟ ଜ୍ଞାନ୍ତିକୁଟୁମ୍ବ ପରିଜନ ଉପସ୍ଥିତ ଥିଲେ l ସୋମବାର ସକାଳୁ ପୁରୀ ର ସ୍ବର୍ଗଦ୍ଵାର ନିଆଯାଇଥିଲା ସେଠାରେ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହୋଇଥିଲା l
