Home ଓଡ଼ିଶା ପବିତ୍ର ପଣ୍ଡୁ ପୂର୍ଣ୍ଣିମା ଉପଲକ୍ଷେ ମହିମା ଧୁନୀ ପ୍ରଜ୍ବଳନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୧୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- ମହିମା ଧର୍ମହିଁ ସନାତନ ଧର୍ମର ମୂଳ ଆଧାର l ଏକ ବ୍ରହ୍ମ ପରମାତ୍ମା ସର୍ବତ୍ର ବିରାଜିତ l ଏହାହିଁ ମହିମା ଧର୍ମ ର ବିଶେଷତ୍ୱ l ଏହା ହେଉଛି ଏକାକ୍ଷର ବ୍ରହ୍ମ ସୃଷ୍ଟି ଆରମ୍ଭର ମୂଳ ତତ୍ତ୍ୱ ବୋଲି ମହିମା ସନ୍ୟାସୀ ମାନେ ପଣ୍ଡୁ ପୂର୍ଣ୍ଣିମା ଉପଲକ୍ଷେ ବାଇଶି ମୌଜା ପୁରଣ ହାଟ ମା ଜାଗୁଳାଇ ପୀଠରେ 33ତମ ବାର୍ଷିକ ଅଖଣ୍ଡ ଧୁନୀ ପ୍ରଜ୍ବଳନ ଅବସରରେ ରବିବାର ମହିମା ଧର୍ମୀ ସନ୍ୟାସୀମାନେ ମତଦେଇଛନ୍ତି l ଅଲେଖ ଧର୍ମୀ ସନ୍ୟାସୀ ମାଗୁଣି ବାବାଙ୍କ ତତ୍ୱାବଧାନ ରେ ଆୟୋଜିତ ଧୁନୀ ପ୍ରଜ୍ବଳନ ଉଚ୍ଛବରେ ସନ୍ୟାସୀ ସର୍ବେଶ୍ୱର ବାବା, ଭୀମସେନ ବାବା, ଗଙ୍ଗାଧର ବାବା, କାନ୍ହୁ ବାବା, ରବିବାବା, ସୁଦର୍ଶନ ବାବା ଯୋଗଦେଇ ଜଗତର ମଙ୍ଗଳ ନିମନ୍ତେ ଘୃତ ଆହୁତି କରି ଅଖଣ୍ଡ ଧୁନୀ ପ୍ରଜ୍ବଳନ କରିଥିଲେ l ରାତ୍ର ସାର ଖଞ୍ଜଣୀ ଭଜନ କରାଯାଇଥିଲା l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ଜୋନାଲ-ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ by Proprietor Abhimanyu Maharana June 16, 2026 ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ରଜ ଉତ୍ସବ ପାଳନ by Proprietor Abhimanyu Maharana June 16, 2026 ଗଜପତି ଜିଲ୍ଲା ରାୟଗଡ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଦ୍ୟୁତ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଘେରାଉ by Proprietor Abhimanyu Maharana June 16, 2026 ପାରଳାଖେମୁଣ୍ଡି ପୋଲିସର ନାଇଟ ପେଟ୍ରୋଲିଂ ବେଳେ ଧରା ପଡିଲେ ୧୦ ଜଣ ମଦ୍ୟପ by Proprietor Abhimanyu Maharana June 16, 2026 ପାରଳାଖେମୁଣ୍ଡି ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆ ଯାଇଥିବା ୧୦ ଜଣ ହିତାଧିକାରୀଙ୍କ ଘରୁ ୱାଟର ମିଟର ଚୋରି by Proprietor Abhimanyu Maharana June 16, 2026 ପାରଳାଖେମୁଣ୍ଡି ସ୍ଥିତ ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ ଆକାଂକ୍ଷା ପକ୍ଷ ରୁ ରଜପର୍ବ ପାଳିତ by Proprietor Abhimanyu Maharana June 16, 2026