୧୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ଷଷ୍ଠ ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ 2024 ଅବସରରେ କାବ୍ୟଲୋକ ପ୍ରକାଶନ ପକ୍ଷରୁ ଆୟୋଜିତ ହୋଇଥିବା ପୁସ୍ତକ ଲୋକାର୍ପଣ ଓ ସୃଜନ ସମ୍ମାନ ଅନୁଷ୍ଠିତ ହୋଇଯାଇଛି. ଏହି ଅବସରରେ ସାହିତ୍ୟିକା, ଲେଖିକା ଜୟଶ୍ରୀ ଦାସଙ୍କ ‘ଭିନ୍ନ ଏକ ମୀରା ଗଳ୍ପ ସଂକଳନ’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇ ଯାଇଛି. ମୁଖ୍ୟ ଅତିଥି ଭାବେ ଡ଼ଃ ହୃଷିକେଶ ମଲ୍ଲିକ, ବିଧାନସଭା ସଚିବ ସାହିତ୍ୟିକ, ଦାଶରଥି ଶତପଥି,
