୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ବ୍ଳକ ସମରଝୋଳ ସ୍ଥିତ ସନ୍ଥ ନିରଙ୍କାରୀ ସତସଙ୍ଗ ଭବନ ପରିସରରେ ସୋମବାର ଗଞ୍ଜାମ ଜିଲ୍ଲାସ୍ତରୀୟ ଦ୍ଵିତୀୟ ନିରଙ୍କାରୀ ମହିଳା ସନ୍ଥ ପବିତ୍ର ସମାବେଶ ଏକ ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶରେ ଶୁଭାରମ୍ଭ ହୋଇଛି। ପରମପୂଜ୍ୟ ସଂଯୋଜକ ଏନ୍. ରଘୁନାଥ ଜୀ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଉଲକେଲା ର ପ୍ରଚାରିକା ସନ୍ଥ ପୂଜନୀୟା ମିନତୀ ତ୍ରିପାଠୀ ଜୀ ଯୋଗ ଦେଇଥିଲେ।

