୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ରୋଟାରୀ କ୍ଲବ ଅଫ୍ ଗ୍ରେଟର ଓ ସମ୍ ହସ୍ପିଟାଲ୍ର ମିଳିତ ଆନୁକୁଲ୍ୟରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଡିସାହି ସରକାରୀ ଉଚ୍ଚବିଦ୍ୟାଳୟରେ ଦାତବ୍ୟ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ରୋଟାରୀଆନ୍ ଡକ୍ଟର ସତ୍ୟପ୍ରିୟ ମହାନ୍ତି ଓ ସମ୍ହସ୍ପିଟାଲର ପ୍ରଫେସର ଡକ୍ଟର ଧର୍ମଶ୍ରୀ ଶିବିରକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଲୋଚନ ଜେନା, ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ସାମାଜିକ କର୍ମୀ ଗୌରାଙ୍ଗ ଚରଣ ରାଉତ, ରୋଟାରୀଆନ୍ ଡକ୍ଟର ନିରଞ୍ଜନ ମହାନ୍ତି, ପ୍ରଫେସର କେ.ବି.ଜେନା,
