ବୋଲଗଡ଼ ବିଧାୟକ ପ୍ରଦୀପ କୁମାର ସାହୁ ଓ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ଆହ୍ବାନ ରେ ସମାଜସେବୀ ଶୁଭକାନ୍ତ ମହାପାତ୍ର ଙ୍କ ସଂଯୋଜନା ରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି

୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା  :-> ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ବ୍ଲକ ର ପୋଡ଼ାଡିହ ଗ୍ରାମ ପଞ୍ଚାୟତ ର ପୋଡ଼ାଡିହ ଭାରତୀୟ ବିଦ୍ୟା ନିକେତନ ପରିସରରେ ଶୁଭ ଖବର ଆନୁକୁଲ୍ୟରେ ଭାରତୀୟ ବିଦ୍ୟା ନିକେତନର କର୍ମକର୍ତ୍ତା ଙ୍କ ଦ୍ଵାରା ରକ୍ତlଭlବ ଦୂର କରିବା ଉଦ୍ଦେଶ୍ୟ ରେ ବେଗୁନିଆ ବୋଲଗଡ଼ ବିଧାୟକ ପ୍ରଦୀପ କୁମାର ସାହୁ ଓ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ଆହ୍ବାନ ରେ ସମାଜସେବୀ ଶୁଭକାନ୍ତ ମହାପାତ୍ର ଙ୍କ ସଂଯୋଜନା ରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର ର ପରିଚାଳନା କରିଥିଲେ ପୂର୍ବତନ ସରପଂଚ ତଥା ଅଭିଭାବକ ସନ୍ତୋଷ କୁମାର ମାଣିକ, ସମାଜସେବୀ ଶ୍ରୀକାନ୍ତ ତ୍ରିପାଠୀ, ସାମ୍ବାଦିକ ତଥା ସମାଜସେବୀ ବାସୁଦେବ ବେହେରା ଜ୍ୟୋତି ରଂଜନ ଖlଡ଼ଙ୍ଗା ଓ ଯେଉଁ ମାନଙ୍କର ସକ୍ରୀୟ ସହଯୋଗ ଯୋଗୁଁ ଆଜି ଏହା ସମ୍ଭବ ହେଇଛି ସେମାନେ ହେଲେ ଅନୁଷ୍ଠାନ ର ସହ ପ୍ରଧାନ ଆଚାର୍ଯ୍ୟl ସୁକାନ୍ତି ନାୟକ, ଗୀତାଞ୍ଜଳି ପ୍ରଧାନ, ଜ୍ୟୋଷ୍ନlମୟୀ ଜେନା,

ବିଷ୍ଣୁପ୍ରିୟା ତ୍ରିପାଠୀ, ଭାରତୀ ପ୍ରହରାଜ, ସୁଜାତା ପାଣିଗ୍ରାହୀ, ସୁଜାତା ମହାନ୍ତି, ମୋନାଲିସା ପଟ୍ଟନାୟକ, ଚିନ୍ମୟୀ ମହାପାତ୍ର, ରୂପଶ୍ରୀ ବେହେରା ପ୍ରମୁଖ । ଅନୁଷ୍ଠାନ ବହୁ ପୁରାତନ ଛାତ୍ର, ଅଭିଭାବକ, ଅଭିଭାବକl ରକ୍ତଦାନ କରିଥିବା ସହ ଅନେକ ସ୍ଵେଚ୍ଛାକୃତ ରକ୍ତଦାତା ମାନେ ରକ୍ତଦାନ କରିଛନ୍ତି ।ଏ କ୍ଷେତ୍ରରେ ସହଯୋଗ କରିଛନ୍ତି ସାଗର ମାଣିକ, ଅଜୟ ପୃଷ୍ଟି, ସୌମ୍ୟରଞ୍ଜନ ଦାସ, ମାନସ ପ୍ରଧାନ,ବିକ୍ରମ ନାୟକ ପ୍ରମୁଖ । ଖୋର୍ଦ୍ଧା ରକ୍ତ କେନ୍ଦ୍ର ର ସମସ୍ତ କର୍ମକର୍ତ୍ତା ଙ୍କ ସହଯୋଗ ଦ୍ୱାରା ୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଡକ୍ଟର ଲିଜା ସ୍ୱାଇଁ ରକ୍ତଦାନ କ୍ଷେତ୍ରରେ ସଚେତନତା ଉଦ୍ଦେଶ୍ୟରେ କିଛି ସଚେତନତା ବାର୍ତ୍ତା ରକ୍ତ ଦାନ କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରଖିଥିଲେ । ଶେଷରେ ଅନୁଷ୍ଠାନ ର ସଭାପତି ଓ କୋଷାଧ୍ୟକ୍ଷ ସମସ୍ତ ରକ୍ତଦାତା ଙ୍କୁ ଧନ୍ୟବାଦ ଜଣାଇବା ସହ ଆପଣ ମାନଙ୍କର ସହଯୋଗ ରହିଲେ ଅଞ୍ଚଳ ପାଇଁ ଆଗାମୀ ଦିନରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଙ୍କ ଦ୍ଵାରା ବେଗୁନିଆ ବୋଲଗଡ଼ ବିଧାୟକ ପ୍ରଦୀପ କୁମାର ସାହୁ ଓ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ଆହ୍ବାନ ରେ ସମାଜସେବୀ ଶୁଭକାନ୍ତ ମହାପାତ୍ର ଙ୍କ ସଂଯୋଜନା ରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର ର ପରିଚାଳନା କରିଥିଲେ ପୂର୍ବତନ ସରପଂଚ ତଥା ଅଭିଭାବକ ସନ୍ତୋଷ କୁମାର ମାଣିକ, ସମାଜସେବୀ ଶ୍ରୀକାନ୍ତ ତ୍ରିପାଠୀ, ସାମ୍ବାଦିକ ତଥା ସମାଜସେବୀ ବାସୁଦେବ ବେହେରା ଜ୍ୟୋତି ରଂଜନ ଖlଡ଼ଙ୍ଗା ଓ ଯେଉଁ ମାନଙ୍କର ସକ୍ରୀୟ ସହଯୋଗ ଯୋଗୁଁ ଆଜି ଏହା ସମ୍ଭବ ହେଇଛି ସେମାନେ ହେଲେ ଅନୁଷ୍ଠାନ ର ସହ ପ୍ରଧାନ ଆଚାର୍ଯ୍ୟ ସୁକାନ୍ତି ନାୟକ, ଗୀତାଞ୍ଜଳି ପ୍ରଧାନ, ଜ୍ୟୋଷ୍ନlମୟୀ ଜେନା, ବିଷ୍ଣୁପ୍ରିୟା ତ୍ରିପାଠୀ, ଭାରତୀ ପ୍ରହରାଜ, ସୁଜାତା ପାଣିଗ୍ରାହୀ, ସୁଜାତା ମହାନ୍ତି, ମୋନାଲିସା ପଟ୍ଟନାୟକ, ଚିନ୍ମୟୀ ମହାପାତ୍ର, ରୂପଶ୍ରୀ ବେହେରା ସକ୍ରୀୟ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା । ଅନୁଷ୍ଠାନ ବହୁ ପୁରାତନ ଛାତ୍ର, ଅଭିଭାବକ,

ଅଭିଭାବିକl ରକ୍ତଦାନ କରିଥିବା ସହ ସ୍ଵେଚ୍ଛାକୃତ ରକ୍ତଦାତା ମାନେ ରକ୍ତଦାନ କରିଛନ୍ତି ।ଏ କ୍ଷେତ୍ରରେ ସହଯୋଗ କରିଛନ୍ତି ସାଗର ମାଣିକ, ଅଜୟ ପୃଷ୍ଟି, ସୌମ୍ୟରଞ୍ଜନ ଦାସ, ମାନସ ପ୍ରଧାନ,ବିକ୍ରମ ନାୟକ ପ୍ରମୁଖ କରିଥିବାବେଳେ ଖୋର୍ଦ୍ଧା ରକ୍ତ କେନ୍ଦ୍ର ର ସମସ୍ତ କର୍ମକର୍ତ୍ତା ଙ୍କ ଦ୍ୱାରା ୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଡକ୍ଟର ଲିଜା ସ୍ୱାଇଁ ରକ୍ତଦାନ କ୍ଷେତ୍ରରେ ସଚେତନତା ଉଦ୍ଦେଶ୍ୟରେ କିଛି ସଚେତନତା ବାର୍ତ୍ତା ରକ୍ତ ଦାନ କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରଖିଥିଲେ ।ଶେଷରେ ଅନୁଷ୍ଠାନ ର ସଭାପତି ଓ କୋଷାଧ୍ୟକ୍ଷ ସମସ୍ତ ରକ୍ତଦାତା ଙ୍କୁ ଧନ୍ୟବାଦ ଜଣାଇବା ସହ ଆପଣ ମାନଙ୍କର ସହଯୋଗ ରହିଲେ ଅଞ୍ଚଳ ପାଇଁ ଆଗାମୀ ଦିନରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

Exit mobile version