୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ କୋର୍ଟ ପରିସରରେ ୪ର୍ଥ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଥିଲା । ସିନିୟର ଡିଭିଜନ ସିଭିଲଜଜ୍ ସୁଧୀର କୁମାର ମିଶ୍ର ଓ ଉପଖଣ୍ଡ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ସାଧନଜିତ୍ ପଣ୍ଡା ସମୁଦାୟ ୧୫ଗୋଟି ମୋକଦ୍ଦମା ଫଇସଲା କରି ୩ଲକ୍ଷ ୬୯ହଜାର ଟଙ୍କା ଆଦାୟ କରାଯାଇଥିଲା । ଏଥିରେ ବାଙ୍କୀ ଓକିଲ ସଂଘ ସଭାପତି କୈଳାସ ଚନ୍ଦ୍ର ମହାପାତ୍ର, ସଂପାଦକ ସୁବାସିନୀ ମହାପାତ୍ର, ସରକାରୀ ଓକିଲ ପ୍ରଦୀପ ପୃଷ୍ଟି ,
