୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଅନ୍ତର୍ଗତ ବୈଦ୍ୟେଶ୍ୱର ଠାରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୧୫୮ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ପଣ୍ଡିତ ବିଦ୍ୟାରତ୍ନଙ୍କ ବ୍ରଜବିହାରୀ ଶାସନ ଠାରେ ଥିବା ଷଠି ଗୃହ ଓ ବିଦ୍ୟାରତ୍ନ ଛକ ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିିରେ ଅତିଥିମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗାଁ ପରିକ୍ରମା କରି ବିଦ୍ୟାରତ୍ନଙ୍କ ବାସଗୃହ ଠାରେ ପହଞ୍ôଚ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ,
