Home ଅପରାଧ ଗୁଜୁରାଟ ରେ ସନ୍ଦେହ ଜନକ ମୃତ୍ୟୁ ବରଣ କଲେ – ଓଡ଼ିଆ ପୁଅ ଗୌତମ ବିଶ୍ବାଳ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> କଟକ ଜିଲ୍ଲା ମାହାଙ୍ଗା ଥନା ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଜଳେଶ୍ଵର ପଞ୍ଚାୟତ ର ସୁଲତାନ ପୁର ଗ୍ରାମ ର ନିରଞ୍ଜନ ବିଶ୍ଵାଳ ଙ୍କ ପୁଅ ଶ୍ରୀମାନ ଗୌତମ ବିଶ୍ବାଳ ବୟସ (୨୨) ବର୍ଷ । ସେ ଗୁଜୁରାଟ ଅହମଦାବାଦ ମୂର୍ବି ଜିଲ୍ଲା ର ସୁଲତାନ ପୁର ଠାରେ ଗୋଟେ ଘରେଇ ପ୍ଲାଷ୍ଟିକ କମ୍ପାନୀ ରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ହଠାତ୍ ଗୌତମ କମ୍ପାନୀ ରେ କାର୍ଯ୍ୟ କରୁଥିବା ସମୟରେ ସେ ବାହାର କୁ ଯାଇଥିଲେ । କମ୍ପାନୀ ର ଶ୍ରମିକ ମାନେ ଗୌତମ କୁ ଖୋଜାଖୋଜି କରି ନ ପାଇବାରୁ ସେମାନେ କମ୍ପାନୀ ଫୁଟରେସ ଚେକ କରି ଦେଖିଲା ବେଳକୁ ସେ ବାହର କୁ ଯାଇଛି । ବାହାରେ ଆସି ଦେଖିଲାବେଳକୁ ଗୌତମ ଏକ ଛୋଟ ଗଛ ରେ ରସି ଲଗେଇ ଦେଇଛନ୍ତି । ଯାହାକି ରସିରେ ଝୁଲିବା ସଂଦେହ ଜନକ ଜଣାପଡୁଛି । ସବୁଠାରୁ ବଡ଼ କଥା ହେଲା ନିରଞ୍ଜନ ଙ୍କର ପରିବାର ବହୁତ୍ ଗରିବ ଶ୍ରେଣୀର ଥିଲାବେଳେ ସେ ତାଙ୍କର ଗୋଟେ ରୋଜଗାରିଆ ପୁଅ ଟିକୁ ହରାଇ ବସିଲେ । ଏହି ଦୁଃଖଦ ଖବର ପାଇ ଗୌତମ ଙ୍କ ବାପା ବୋଉ ଓ ଗାଁ ଲୋକମାନଙ୍କ ପାଖରେ ଦୁଃଖର ଛାୟା ଖେଳଯାଇଛି । Categories: ଅପରାଧ, ଓଡ଼ିଶା, କଟକ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026