୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> ନିଆଳି ବ୍ଲକ ଅନ୍ତର୍ଗତ ଅଁଳ ପଞ୍ଚାୟତ, ଗୋବିନ୍ଦରାମପାଟଣା ଗ୍ରାମର ବଲ୍ଲି ବେହେରା ନାମକ ଜଣେ ଧର୍ମ ପରାୟଣ ମହିଳାଙ୍କର ପରଲୋକରେ ଆଜି ଏକାଦଶାହ ଦିବସ ପାଳନ କରାଯାଇଛି । ଏହି ଶ୍ରାଦ୍ଧ ଦିବସରେ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ବଲ୍ଲି ବେହେରାଙ୍କର ସ୍ମୃତିଚାରଣ କରିଥିଲେ । ଏକାଦଶାହ ଉତ୍ସଵ ଲାଗି ରଘୁ, ରାଘବ,

