Home ଓଡ଼ିଶା ବାଙ୍କୀ-କଟକ ରାସ୍ତାର କଇଁମୁଣ୍ଡି ଠାରେ ଦୁର୍ଘଟଣା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ଗତକାଲି ବିଳମ୍ବିତ ରାତି ୩ଘଟିକା ସମୟରେ ବାଙ୍କୀ ଆଡୁ ତ୍ରିଶୂଳିଆକୁ ଏକ ବାଲି ବୋଝେଇ ହାଇୱା ଗାଡି କଇଁମୁଣ୍ଡି ଓ ଉପରପାଥପୁର ମଝିରେ ଏକ ଗଛରେ ପିଟି ହୋଇ ଗଛ ଦେହରେ ଚାପି ହୋଇ ଲାଗି ରହିଥିଲା । ଖବର ପାଇ କଇଁମୁଣ୍ଡି ଫାଣ୍ଡି ଓ ଡମପଡ଼ା ଦମକଳ ବାହିନୀ ଘଟଣାସ୍ଥଳକୁ ଯାଇ ଗାଡି ଭିତରେ ଚାପି ହୋଇ ରହିଥିବା ଡ୍ରାଇଭରକୁ ଉଦ୍ଧାର କରି କଟକ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ସୂଚନା ଯୋଗ୍ୟଯେ ଗାଡି ନମ୍ବର ଓଡି-୨୧ଏଲ୍ ୪୧୧ ଓ ଚାଳକଙ୍କ ନାମ ହେମନ୍ତ ସାମଲ ଜଣାପଡିଛି । Categories: ଓଡ଼ିଶା, କଟକ, ହୋମ୍ Related Content ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି ବେଦାନ୍ତର ୧୦୦% ମହିଳା ଅପରେଟର by Proprietor Abhimanyu Maharana August 22, 2026 100% Women Operators Power Vedanta Aluminium Lanjigarh's Control Rooms by Proprietor Abhimanyu Maharana August 22, 2026 Chandi Bhandar Opens Its 33rd Store in Rourkela this Raksha Bandhan by Proprietor Abhimanyu Maharana August 22, 2026 ଭାରତରେ ଶୁଭାରମ୍ଭ ହୋଇଛି ନୂତନ BMW X1 ଲଙ୍ଗ ହୁଇଲବେସ୍ by Proprietor Abhimanyu Maharana August 21, 2026 ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗୀ ଙ୍କୁ ପୋଷଣ ବଣ୍ଟନ କାର୍ଯ୍ୟକ୍ରମ by Proprietor Abhimanyu Maharana August 21, 2026 ସିଣ୍ଟେକ୍ସ ପିଓର ସହିତ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାର ସୁରକ୍ଷା by Proprietor Abhimanyu Maharana August 21, 2026