୧୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ଯୁବରେଡକ୍ରସ ସଂସ୍ଥା ବାଙ୍କୀ ମହାବିଦ୍ୟାଳୟ ତରଫରୁ ପୂର୍ବତନ ଯୁବରେଡକ୍ରସ କାଉନସିଲର ତଥା ସମାଜସେବୀ ଅଧ୍ୟାପକ ମନୋଜ କୁମାର ମହାପାତ୍ର ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟଅତିଥି ଭାବରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଉପଶାସନ ସଚିବ ଡକ୍ଟର ରମେଶ ଚନ୍ଦ୍ର ବେହେରା
